Odia News Portal

“ମୋ ପ୍ରତିଭା’ ଅନଲାଇନ କାର୍ଯ୍ୟକ୍ରମ ଆରମ୍ଭ

ଭୁବନେଶ୍ବର : ଲକଡାଉନ ସମୟରେ ପିଲାଙ୍କୁ କାମରେ ନିୟୋଜିତ ରଖିବା ପାଇଁ ସରକାର ନେଇଛନ୍ତି ସୃଜନଶୀଳ ପଦକ୍ଷେପ । ୫ରୁ ୧୮ ବର୍ଷର ଛାତ୍ରଛାତ୍ରୀଙ୍କୁ କାମରେ ନିଯୋଜିତ ରଖିବା ପାଇଁ ସରକାରସରକାର ଟ୍ୱିଟ୍‍ କରି ଜଣାଇଛନ୍ତି ।

କ୍ରୀଡା ଓ ଯୁବସେବା ବିଭାଗ ଏବଂ ୟୁନିସେଫର ମିଳିତ ସହଯୋଗରେ ମୋ ପ୍ରତିଭା ଅନଲାଇନ କାର୍ଯ୍ୟକ୍ରମ ଘୋଷଣା କରାଯାଇଛି । ଏହି ଯୋଜନା ଅଧିନରେ ମାତ୍ର ୩ ସପ୍ତାହରେ ୮ ଶହ ପ୍ରବେଶିକା ଆସିଛି । ଚଳିତ ସପ୍ତାହ ପାଇଁ ଏଥିରେ ୧ମ, ୨ୟ ଓ ୩ୟ ପୁରସ୍କାର ଘୋଷଣା କରାଯାଇଛି ।