Odia News Portal

ପୁରୀ : ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ କରୋନା କିଟ ପ୍ରଦାନ

ପୁରୀ : ସାରା ବିଶ୍ଵ ମହାମାରୀ କରୋନା କବଳରୁ ରକ୍ଷା ପାଇବା ପାଇଁ ପ୍ରୟାସ ଜାରି ରଖିଛନ୍ତି। ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ମହାମାରୀ କରୋନା ପାଇଁ ଜିଲ୍ଲାର ବିଭିନ୍ନ ସ୍ଥାନରେ ସାନିଟାଇଜୀ କରାଯାଇଛି। ମଙ୍ଗଳବାର ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ମହାମାରୀ କରୋନାରୁ ସୁରକ୍ଷା ପାଇଁ ସାମ୍ବାଦିକଙ୍କୁ ସାନିଟାଇଯେସନ କିଟ ପ୍ରଦାନ କରାଯାଇଛି। ସୋମବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମ୍ବାଦିକଙ୍କ ପାଇଁ ଏକ ବଡ଼ ଘୋଷଣା କରିଥିଲେ। କରୋନା ଜନିତରେ ସାମ୍ବାଦିକଙ୍କ ମୂର୍ତ ଘଟିଲେ ତାଙ୍କ ପରିବାର ଲୋକେଙ୍କୁ ୧୫ଲକ୍ଷ୍ୟ ଟଙ୍କା ପ୍ରଦାନ କରାଯିବ। ଏଥି ସହିତ ସାମ୍ବାଦିକଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଅର୍ପଣ କରିଥିଲେ।

ଦେଶରେ ତଥା ରାଜ୍ୟରେ ମେ ୩ ପ୍ରାଯନ୍ତ ମଧ୍ୟ୍ୟ ଲକ୍ଡାଉନ ଘୋଷଣା କରାଯାଇଛି। ପୂର୍ବରୁ ପୁରୀ ସ୍ଥିତ ପିପିଲି ଅଞ୍ଚଳରେ ଜଣେ କରୋନା ଆକ୍ରାନ୍ତ ଚିନଠ ହୋଇଥିଲା। ଓ ସେ ମଧ୍ୟ ସୁସ୍ଥ ହୋଇ ଘରକୁ ଫେରି ଥିଲା।