ଶ୍ରୀମନ୍ଦିର ପରିକ୍ରମାକୁ ଖିମଜୀର ୧୧ ଲକ୍ଷ ସହାୟତା By swadhikarnews Last updated Apr 12, 2021 ଭୁବନେଶ୍ୱର: ଆଜି ଖିମଜୀ ଫାଉଣ୍ଡେସନର ନିର୍ଦ୍ଦେଶକ ମିତେଶ ଖିମଜୀ ଏବଂ ସୁମିତଖିମଜୀ ଶ୍ରୀ ଜଗନ୍ନାଥ ମନ୍ଦିରର ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ବିକାଶ ପାଇଁ ୧୧ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି। ଏହି ଚେକ୍ କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ଼. କ୍ରିଷ୍ଣନ୍ କୁମାରଙ୍କୁ ପ୍ରଦାନ କରାଯାଇଥିଲା | development of ShreeMandira Parikrama ProjectKHIMJI FoundationShreeMandira Parikrama ProjectSJTA Chief Administrator Krishan Kumar Share