Odia News Portal

ଆଜିଠୁ କଟକରେ ଜାତୀୟ ଟେବୁଲ ଟେନିସ ପ୍ରତିଯୋଗିତା

କଟକରେ ଜାତୀୟ ଟେବୁଲ ଟେନିସ ପ୍ରତିଯୋଗିତା, ଭାଗନେବେ ଓଡ଼ିଶା ସମେତ ୩୫ଟି ରାଜ୍ୟର ୫୫୦ ଖେଳାଳି, ଜୁନିଅର ଓ ସିନିଅର ବର୍ଗରେ ପୁରୁଷ ଓ ମହିଳା ଖେଳାଳି ଭାଗନେବେ, ୧୮ ବର୍ଷ ପରେ ଦ୍ବିତୀୟ ଥର ପାଇଁ ଓଡ଼ିଶାରେ ହେଉଛି ପ୍ରତିଯୋଗିତା