Odia News Portal

ଏବିଭିପି’କୁ ଅଭିନନ୍ଦନ ଜଣାଇଲେ ଅମିତ ଶାହ

ଓଡ଼ିଶାର ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନରେ ବିପୁଳ ବିଜୟ ହାସଲ କରିଥିବାରୁ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ABVP)ଏବିଭିପି ର କର୍ମକର୍ତ୍ତାମାନଙ୍କୁ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଅଭିନନ୍ଦନ ଜଣାଇଛନ୍ତି। ଅମିତ ଶାହ ନିଜର ସୋସିଆଲ୍ ମିଡିଆ…

ଅକ୍ଟୋବର ୨୫ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୨୫ ତାରିଖରେ ଓଡ଼ିଶା ଆସିବେ । ଏନେଇ ସୂଚନା ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗସ୍ତକୁ ନେଇ ଆଜି ଏକ ବଡ଼ ବୈଠକ ବସିଥିଲା। ଏହି ବୈଠକରେ ଏନେଇ ଅଧିକ ତଥ୍ୟ ମିଳିଛି। ତାହା ଅନୁଯାୟୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜଟଣୀ…

ରେଳ କର୍ମଚାରୀଙ୍କ ପାଇଁ ଆସିଛି ଖୁସି ଖବର!

ରେଳ କର୍ମଚାରୀଙ୍କ ପାଇଁ ଆସିଛି ଖୁସି ଖବର! ପାର୍ବଣ ଋତୁରେ କେନ୍ଦ୍ର ସରକାର ରେଳ କର୍ମଚାରୀଙ୍କୁ ଦେବାକୁ ଯାଉଛନ୍ତି ୭୮ ଦିନର ବୋନସ୍‌। ଏହାଦ୍ୱାରା ରେଳବାଇରେ କାର୍ଯ୍ୟରତ ପ୍ରାୟ ୧୧ ଲକ୍ଷ ୪୦ ହଜାର କର୍ମଚାରୀ ଉପକୃତ ହେବେ। ଏଥିପାଇଁ କେନ୍ଦ୍ର ସରକାର ଅତିରିକ୍ତ ୨ ହଜାର ୯ କୋଟି ୬୧ ଲକ୍ଷ…

ମେରଟ ବ୍ଲୁ ଡ୍ରମ୍ ହତ୍ୟାକାଣ୍ଡ: ମୁସ୍କାନ ଓ ସାହିଲଙ୍କୁ ଫାଶୀ ଦଣ୍ଡ!

ଉତ୍ତରପ୍ରଦେଶର ମେରଟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବହୁଚର୍ଚ୍ଚିତ ବ୍ଲୁ ଡ୍ରମ୍ ହତ୍ୟାକାଣ୍ଡ ମାମଲାରେ ଆସିଛି ବଡ଼ ରାୟ। ନିଜ ସ୍ୱାମୀଙ୍କୁ ହତ୍ୟା କରି ମୃତଦେହକୁ ନୀଳ ଡ୍ରମ୍ ଭିତରେ ଲୁଚାଇ ରଖିବା ଘଟଣାରେ ଅଭିଯୁକ୍ତ ମୁସ୍କାନ ରସ୍ତୋଗୀ ଏବଂ ତାଙ୍କ ପ୍ରେମିକ ସାହିଲ ଶୁକ୍ଲାଙ୍କୁ କୋର୍ଟ…

ନବରାତ୍ରିରେ ଦେଶବାସୀଙ୍କୁ ମୋଦୀଙ୍କ ଶୁଭେଚ୍ଛା, ମା’ ଶୈଳପୁତ୍ରୀଙ୍କୁ କଲେ ପ୍ରାର୍ଥନା

ନୂଆଦିଲ୍ଲୀ: ପବିତ୍ର ନବରାତ୍ରି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି ପବିତ୍ର ପର୍ବ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି, ସମୃଦ୍ଧି ଓ ଉତ୍ତମ ସ୍ୱାସ୍ଥ୍ୟ ଆଣୁ ବୋଲି ସେ କାମନା କରିଛନ୍ତି। ଏଥିସହ ଦେଶର ଏକତା ଓ ପ୍ରଗତି ପାଇଁ ସମସ୍ତଙ୍କ ସଂକଳ୍ପ…

ଦିଲ୍ଲୀରେ ସ୍ଥିତି ସାଂଘାତିକ! ସିଜେପି ଆନ୍ଦୋଳନକୁ ମିଳିଲା ସୁପ୍ରିମକୋର୍ଟ ଓକିଲଙ୍କ ସମର୍ଥନ

ଦିଲ୍ଲୀରେ ସିଜେପି ଆନ୍ଦୋଳନକୁ ନେଇ ବଢ଼ିଲା ଉତ୍ତେଜନା। ଏହି ଆନ୍ଦୋଳନକୁ ସୁପ୍ରିମକୋର୍ଟର ଓକିଲମାନଙ୍କ ସମର୍ଥନ ମିଳିଥିବା ଖବର ସାମ୍ନାକୁ ଆସିବା ପରେ ଘଟଣାଟି ଏବେ ଚର୍ଚ୍ଚାର ପରିସରକୁ ଆସିଛି। ଅନ୍ୟପଟେ ଦିଲ୍ଲୀରେ ସ୍ଥିତି ସାଂଘାତିକ ଥିବା ଖବରକୁ ନେଇ ବଢ଼ିଛି ଉତ୍କଣ୍ଠା।…

ଛାତ୍ର ସଂସଦ ନିର୍ବାଚନକୁ ନେଇ କଲେଜ ରେ ହଙ୍ଗାମା,ମୁହାଁମୁହିଁ ବିଧାୟକ ପୋଲିସ

ନୟାଗଡ଼ ପ୍ରଜା ମଣ୍ଡଳ ମହିଳା ମହାବିଦ୍ୟାଳୟ ଭିତରେ ପଶି ABVP ଛାତ୍ର ନେତାଙ୍କ ଗୁଣ୍ଡା ରାଜ, ନିର୍ଦ୍ଧାରିତ ସମୟରେ ପ୍ରାଥୀପତ୍ର ଦାଖଲ କରିପାରିଲେ ନାହିଁ ଏବିଭିପି,ଶେଷରେ ନିର୍ବାଚନକୁ ବାତିଲ କଲେ କଲେଜ କର୍ତ୍ତୃପକ୍ଷ, ଏହାକୁ ବିରୋଧ କରିଛି ବିଜୁ ଛାତ୍ର ଜନତା ଦଳ । କଲେଜ…

୨୪୯ ରନ୍ କରି ବି ହାରିଲା ଭାରତ! ଶାଇ ହୋପ୍‌ଙ୍କ ଶତକରେ ୱେଷ୍ଟଇଣ୍ଡିଜ୍‌ର ଦମଦାର ବିଜୟ

ଦ୍ୱିତୀୟ T20ରେ ଭାରତକୁ ୬ ୱିକେଟ୍‌ରେ ହରାଇଲା ୱେଷ୍ଟଇଣ୍ଡିଜ୍, ସିରିଜ୍ ୧-୧ରେ ବରାବର ରାଞ୍ଚି: ଭାରତୀୟ କ୍ରିକେଟ୍ ଦଳକୁ ଟି-୨୦ ମ୍ୟାଚ୍‌ରେ ବଡ଼ ଝଟକା। ରାଞ୍ଚିରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ ମ୍ୟାଚ୍‌ରେ ୨୪୯ ରନ୍‌ର ବିଶାଳ ସ୍କୋର କରି ମଧ୍ୟ ପରାଜୟର ସାମ୍ନା କରିଛି ଟିମ୍ ଇଣ୍ଡିଆ।…

ସ୍କୁଲ୍‌ରେ ମିଳିବ ଖିରି, ହାଲୱା ଓ ଓଟ୍ସ ବିସ୍କୁଟ୍, ଦିଲ୍ଲୀର ସ୍କୁଲ୍‌ରେ ବଦଳିବ ମିଡ୍‌-ଡେ ମିଲ୍ ମେନୁ

ନଭେମ୍ବରରୁ ପ୍ରାୟ ୧,୫୦୦ ସ୍କୁଲ୍‌ରେ ନୂଆ ମେନୁ ଲାଗୁ କରିବାକୁ ଯୋଜନା | ଦାୟିତ୍ୱ ନେଇପାରନ୍ତି ୧୩ଟି ନୂଆ ସଂସ୍ଥା ନୂଆଦିଲ୍ଲୀ: ସ୍କୁଲ୍ ପିଲାଙ୍କ ମଧ୍ୟାହ୍ନ ଭୋଜନକୁ ଅଧିକ ପୁଷ୍ଟିକର ଓ ଆକର୍ଷଣୀୟ କରିବାକୁ ଦିଲ୍ଲୀ ନଗର ନିଗମ ବା ଏମ୍‌ସିଡି ପକ୍ଷରୁ ନୂଆ ପଦକ୍ଷେପ ନିଆଯାଉଛି। ଏଣିକି…

୧୭୪ ଜୀବନ ବଞ୍ଚାଇ ଇସ୍ରାଏଲର ସର୍ବୋଚ୍ଚ ସମ୍ମାନ ପାଇବେ ଭାରତୀୟ ପାଇଲଟ୍

ଇସ୍ରାଏଲର ସର୍ବୋଚ୍ଚ ନାଗରିକ ସାହସିକତା ପୁରସ୍କାର ପାଇବେ ଭାରତୀୟ ପାଇଲଟ୍ କ୍ୟାପ୍ଟେନ୍ ସ୍ମିତ ମଚ୍ଛାର। ବିମାନର କକ୍ପିଟ୍‌ ଭିତରେ ସହ-ପାଇଲଟଙ୍କ ଆକ୍ରମଣର ଶିକାର ହେବା ସତ୍ତ୍ୱେ ୧୭୪ ଜଣ ଯାତ୍ରୀ ଓ କ୍ରୁ ସଦସ୍ୟଙ୍କ ଜୀବନ ରକ୍ଷା କରି ଦେଖାଇଛନ୍ତି ଅସାଧାରଣ ସାହସ। ତାଙ୍କର ଏହି ବୀରତ୍ୱକୁ…