Odia News Portal

ଓ୍ବ।ଟ୍ସଆପ କଲା ବଡ ଘୋଷଣା, କମାଇଲା ସମୟସୀମା

ବେଙ୍ଗାଲୁରୁ() ଲକ ଡାଉନ ସମୟରେ ଇଣ୍ଟରନେଟର ବ୍ୟବହାର ଅତ୍ୟଧିକ ହୋଇଥିବାରୁ ନେଟଓ୍ବର୍କ ସିସଟମରେ ଲୋଡ ବଢିଯାଇଛି । ଏହି ଲୋଡକୁ କମ କରିବା ଲାଗି
ଓ୍ବ।ଟ୍ସଆପ ନିଜର ଷ୍ଟାଟସ ଭିଡିଓ ସମୟସୀମା ସୋମବାର ଠାରୁ ୩୦ ସେକେଣ୍ଡରୁ ୧5 ସେକେଣ୍ଡ କମେଇ ଦେବାର ନିଷ୍ପତି ନେଇଛି । ଏହ ଦ୍ବାରା
ନେଟଓ୍ବର୍କ ସିସଟମରେ ଲୋଡ ପକାଉଥିବା ସେଆରିଙ୍ଗକୁ ନିୟନ୍ତ୍ରଣ କରିହେବ ।
ସୂଚନା ଅନୁସାରେ ବର୍ତ୍ତମାନ ଭାରତରେ ୪୦୦ ମିଲିଅନରୁ ଅଧିକ ୟୁଜର୍ସ ଓ୍ବ।ଟ୍ସଆପ ବ୍ୟବହାର କରୁଛନ୍ତି ।