Odia News Portal
Browsing Category

ରାଜ୍ୟ

ଭଦ୍ରକ ଗୋଷ୍ଠୀ ସଂଘର୍ଷରେ ମୃତ ସନ୍ତୋଷ ପରିଡାଙ୍କ ପିଲାଙ୍କ ପାଠ ପଢା ଖର୍ଚ୍ଚ ସରକାର ବହନ କରିବେ

ଭଦ୍ରକ ତିହିଡି ଥାନା ଅଞ୍ଚଳରେ ଦୁଇ ସମ୍ପ୍ରଦାୟଙ୍କ ମଧ୍ୟରେ ଗଣ୍ଡଗୋଳ ଘଟି ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ବରଣ କରିଥିବା ସନ୍ତୋଷ…

ପ୍ରକାଶ ପାଇଲା ଯୁକ୍ତ ୩ ପ୍ରଥମ ପର୍ଯ୍ୟାୟ କଟ୍ ଅଫ ଲିଷ୍ଟ; ରେଭେନ୍ସାରେ ସର୍ବାଧିକ ମାର୍କ

ଚଳିତ ବର୍ଷର ଆଜି ଯୁକ୍ତ ୩ ନାମଲେଖା ପାଇଁ ପ୍ରକାଶ ପାଇଲା ପ୍ରଥମ ପର୍ଯ୍ୟାୟ କଟ୍ ଅଫ୍ ଲିଷ୍ଟ। ଏହି ତାଲିକାରେ ବିଜ୍ଞାନ, ବାଣିଜ୍ୟ ଏବଂ…

ଠିକ୍ ସମୟରେ ଅଫିସ ଆସିଲେନି କର୍ମଚାରୀ; ବ୍ଳକ ଗେଟ୍‌ରେ ତାଲା ପକାଇଲେ ଅଧ୍ୟକ୍ଷା

କର୍ମଚାରୀମାନେ ଠିକ୍ ସମୟରେ ଅଫିସ ନଆସିବାରୁ ବ୍ଲକ ମୁଖ୍ୟ ଗେଟ୍‌ରେ ତାଲା ପକାଇଲେ ଅଧ୍ୟକ୍ଷା । ଅଫିସ ସମୟ ସକାଳ ୭ଟା ଥିବା ବେଳେ…

ଗୋଷ୍ଠୀ ସଂଘର୍ଷ ଘଟଣାରେ ୧୨ ଗିରଫ; ମୃତକଙ୍କ ପରିବାରକୁ ଆର୍ଥକ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

୨୪ ଘଣ୍ଟା ପାଇଁ ଭଦ୍ରକର ୫ଟି ସ୍ଥାନରେ ଇଣ୍ଟରନେଟ ସେବା ବନ୍ଦ। ଭଦ୍ରକ ଵ୍ଲକ ଓ ପୌରପାଳିକା, ତିହିଡି ବ୍ଲକ, ଧାମନଗର ଵ୍ଲକ ଓ NAC…

ସରସ୍ବତୀ ଶିଶୁ ମନ୍ଦିର ଭିତ୍ତିଭୂମିର ବିକାଶ ପାଇଁ ସରକାର ଉଦ୍ୟମ କରିବେ: ମୁଖ୍ୟମନ୍ତ୍ରୀ

ବିଦ୍ୟା ଭାରତୀ, ଶିକ୍ଷା ବିକାଶ ସମିତି ଓଡ଼ିଶାଙ୍କ ଆନୁକୂଲ୍ୟରେ ସରସ୍ଵତୀ ବିଦ୍ୟା ମନ୍ଦିର କେଶବଧାମ, ଗତିରାଉତପାଟଣା, କଟକଠାରେ…