Odia News Portal
Browsing Category

ରାଜ୍ୟ

ଜୀବନ ହାରିଲେ ମହିଳା: ହତ୍ୟା ଅଭିଯୋଗ ଆଣିଲେ ପରିବାର, ସ୍ଵାମୀ ଥାନାରେ ଅଟକ

ପାରିବାରିକ କଳହକୁ ନେଇ ଜଣେ ମହିଳା ବେକରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଥିବା ବେଳେ ପରିବାର ଆଣିଲେ ହତ୍ୟା ଅଭିଯୋଗ। ଝିଅର ସନ୍ଦେହଜନକ

୨୧ରେ ବିଜେଡିର ଆରଡିସିସ୍ତରୀୟ ପ୍ରତିବାଦ, ରାଜନୈତିକ ଫାଇଦା ନେବାକୁ ବିରୋଧୀଙ୍କ ଉଦ୍ୟମ

ବିଜୁଜନତାଦଳତରଫରୁଆସନ୍ତା୨୧ତାରିଖଦିନକଟକ, ସମ୍ବଲପୁରଓବ୍ରହ୍ମପୁରରେ ଆରଡିସି ସ୍ତରୀୟ ପ୍ରତିବାଦକରାଯିବ। ଏନେଇ ଦଳର ଉପସଭାପତି ଦେବୀମିଶ୍ର

ଫକୀରମୋହନ କଲେଜ ଛାତ୍ରୀ ମୃତ୍ୟୁ ଘଟଣାର ତଦନ୍ତ କରୁଛି ୟୁଜିସିର ୪ ଜଣିଆ ଟିମ୍

ବାଲେଶ୍ବର ଫକୀରମୋହନ କଲେଜ ଛାତ୍ରୀ ମୃତ୍ୟୁ ଘଟଣାର ତଦନ୍ତ ପାଇଁ କଲେଜରେ ପହଞ୍ଚିଛି ୟୁଜିସିର ୪ ଜଣିଆ ଟିମ୍। ଏହି ଟିମ୍‌ର ସଦସ୍ୟମାନେ

ମାଓଗଡ଼ରୁ ନିର୍ବାଚନ ମୈଦାନ ! ହିଂସା ଛାଡ଼ି ଲୋକଙ୍କ ସହ ଯୋଡ଼ି ହେବାକୁ ନକ୍ସଲଙ୍କ ପ୍ଲାନ୍

ମୁଖ୍ୟସ୍ରୋତକୁ ଫେରିବାକୁ ଚାହୁଛି କି ମାଓ ସଂଗଠନ? ଦିନେ ଯେଉଁ ଗଣତନ୍ତ୍ରକୁ ବିରୋଧ କରି ଅସ୍ତ୍ର ଉଠାଇଥିଲା ନକ୍ସଲ ସଂଗଠନ ଏବେ ନିଜ ଦାବି

ପୁଣି ମୁଣ୍ଡ ଟେକିଲା ଅସଦାଚରଣ ମାମଲା : ଜିଏମ୍ ବିଶ୍ବବିଦ୍ୟାଳୟର ଅଧ୍ୟାପକ ଗିରଫ

ଫକୀର ମୋହନ କଲେଜ ଛାତ୍ରୀ ନିର୍ଯାତନା ମାମଲା ପରେ ଆକ୍ସନ ମୋଡ଼ରେ ସରକାର। ମାମଲାରେ ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟର ସହକାରୀ