Odia News Portal

ଅନୁପଙ୍କ ଚରିତ୍ରକୁ ନେଇ ଚଳଚ୍ଚିତ୍ର, ଫିଲ୍ମର ନାଁ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ଭୁବନେଶ୍ୱର()  ୨୦୧୬ କଳ୍ପନା ଦାସ ଓ ବବଲି ଡବଲ ମର୍ଡର ଘଟଣାରେ ଖିଅ ଖୋଜୁଛି ପୁଲିସ୍ । ଅଧିକ ଛାନଭିନ ପାଇଁ ଓଡିଶାରେ ଛତିଶଗଡ ପୋଲିସ ।

ଅନ୍ୟପଟେ ଖୁବଶୀଘ୍ର ଅନୁପ ସାଏଙ୍କ ଚରିତ୍ରଙ୍କୁ ନେଇ ନିର୍ମାଣ ହେବାକୁ ଯାଉଛି ଏକ ଓଡିଆ ସିନେମା। ଯାହାର ନାଁ ରଖାଯାଇଛି ‘ମାୟାବିନୀ’ । ୨୦୧୬ରେ ଛତିଶଗଡରେ ହୋଇଥିବା ମାଆ ଓ ଝିଅର ହତ୍ୟାକାହାଣୀକୁ ନେଇ ଏହି ସିନେମାଟି ତିଆରି ହେବ । ମୁମ୍ବାଇରେ ରହୁଥିବା ଓଡିଆ ସିନେମାର ପ୍ରଯୋଜକ ଶ୍ରୀଧର ମାର୍ଥା ନିର୍ମାଣ କରୁଛନ୍ତି ।