Odia News Portal

ଭାଇରାଲ ହେଉଛି ଏହି ଆଇଟମ ଗୀତର ଭିଡିଓ, ଦେଖନ୍ତୁ ଦମଦାର ଭିଡିଓ

ମୁମ୍ବାଇ ()  ଦବଙ୍ଗ-୩ ଫିଲ୍ମର ଫିଲ୍ମର ମୁଖ୍ୟ ଆଇଟମ୍ ଗୀତର ଟିଜର ରିଲିଜ୍ ହୋଇଛି। ଫିଲ୍ମ ‘ଦବଙ୍ଗ’ରେ ‘ମୁନ୍ନି ବଦନାମ୍ ହୁଇ’ ଗୀତ ହିଟ୍ ହୋଇଥିଲା। ଏବେ’ଦବଙ୍ଗ-୩’ରେ ଏଥିରେ ଟିକେ ପରିବର୍ତ୍ତନ ହୋଇଛି।ଏଥର ଗୀତର ଟାଇଟଲ ‘ମୁନ୍ନା ବଦନାମ ହୁଆ’ ରଖାଯାଇଥିବା ବେଳେ ମଲ୍ଲାଇକାଙ୍କ ବଦଳରେ ୱରିନା ହୁସେନଙ୍କୁ ଦେଖିବାକୁ ମିଳିବ। ଗୀତର କୋରିଓଗ୍ରାଫି ବୈଭବି ମର୍ଚ୍ଚାଣ୍ଟ କରିଛନ୍ତି। ଏହି ଗୀତରେ ସଲମାନ ଓ କୋରିଓଗ୍ରାଫର ପ୍ରଭୁଦେବାଙ୍କୁ ଏକା ସହ ଡାନ୍ସ କରିବାର ଦେଖିବାକୁ ମିଳିବ।

ଦବଙ୍ଗ ଖାନ୍ ସଲମାନ ଏହି ଗୀତ ପାଇଁ ଆଇଟମ ବଏ ପାଲଟିଛନ୍ତି। ଫିଲ୍ମଟି ଡିସେମ୍ବର ମାସ ୨୦ ତାରିଖରେ ରିଲିଜ୍ ହେବ । ଦେଖନ୍ତୁ ଆଇଟମ୍ ଗୀତର ଦମଦାର ଭିଡିଓ ।