Odia News Portal

ପରଦାକୁ ଆସିଲା ‘ଲଭ୍ ଆଜ୍ କଲ୍’ର ନୂଆ ଗୀତ ,ଦେଖନ୍ତୁ ଭିଡିଓ

ମୁମ୍ବାଇ() ଫିଲ୍ମ ‘ଲଭ୍ ଆଜ୍ କଲ୍’ର ଏକ ନୂଆ ଗୀତ ‘ହାଁ ମେଁ ଗଲତ୍’ ରିଲିଜ୍ ହୋଇଛିା ହି ଗୀତରେ ସାରା ଓ କାର୍ତ୍ତିକଙ୍କ ଜବରଦସ୍ତ କେମେଷ୍ଟ୍ରୀ ଦେଖିବାକୁ ମିଳିଛ । ଭାଲେଟାଇନ୍ସ ଡେ ତଥା ଫେବୃୟାରୀ ୧୪ରେ ଫିଲ୍ମଟି ପରଦାକୁ ଆସିବ। ସାରା ଓ କାର୍ତ୍ତିକଙ୍କ ବ୍ୟତୀତ ଫିଲ୍ମରେ ରଣଦୀପ ହୁଡ୍ଡା ଏବଂ ଆରୁଷି ଶର୍ମା ପ୍ରମୁଖ ଭୂମିକାରେ ନଜର ଆସିବେ।

https://www.instagram.com/p/B75Te05JQAu/?utm_source=ig_web_copy_link

୨୦୦୯ରେ ରିଲିଜ ହୋଇଥିବା ଫିଲ୍ମ ‘ଲଭ ଆଜ୍ କଲ୍ର’ ଏହା ସିକୁଏଲ୍। ଫିଲ୍ମରେ ସୈଫ ଅଲ୍ଲୀ ଖାନ୍ ଏବଂ ଦୀପିକା ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ଅଲ୍ଲୀ ଓ ଦିନେଶ ଭିଜନ୍ ଫିଲ୍ମର ପ୍ରଯୋଜନା ଭାର ସମ୍ଭାଳିଛନ୍ତି।