Odia News Portal

ଶ୍ରଦ୍ଧା ବାଛିଲେ ଜୀବନସାଥୀ, ଏହି ବଡ ହସ୍ତୀ ଙ୍କର ସହ ହେବାକୁ ଯାଉଛି ବାହାଘର

ବଲିଉଡ ରେ ପ୍ରତୋକ କଳାକାର ସର୍ବଦା କୌଣସି ନା କୌଣସି ଘଟଣା କୁ ନେଇ ଚର୍ଚା ରେ ରହିଥାନ୍ତି । କେହି ନିଜ ର କଳା ର ଦକ୍ଷତା ପାଁଇ ଚର୍ଚା ରେ ରହିଥାନ୍ତି ତ କେହି ନିଜ ର ସୁନ୍ଦରତା ପାଁଇ ଚର୍ଚା ରେ ରହିଥାନ୍ତି । କିନ୍ତୁ ଆଉ କିଛି ନିଜ ର ବ୍ୟକ୍ତିଗତ ସମସ୍ୟା କୁ ନେଇ ମଧ୍ୟ ଚର୍ଚା ରେ ରହିଥାନ୍ତି । ଆଜି ଆମେ ଯେଉଁ ଅଭିନେତ୍ରୀ ଙ୍କ ବିଷୟ ରେ ଆଲୋଚନା କରିବାକୁ ଯାଉଛେ ସେ ବଲିଉଡ ରେ ସବୁଠାରୁ ଅଧିକ ଲୋକପ୍ରିୟତା ମଧ୍ୟ ପାଇଛନ୍ତି ।

ବଲିଉଡ ର ସବୁଠାରୁ ବଡ଼ ଖଳନାୟକ ଶକ୍ତି କପୁର ଙ୍କ ର ଝିଅ ଶ୍ରଦ୍ଧା କପୁର । ତାଙ୍କ ର ସୁନ୍ଦରତା ପାଁଇ ସେ ଖୁବ ଲୋକପ୍ରିୟ ଅଟନ୍ତି । ଏବଂ ତାଙ୍କ ର ଅଭିନୟ ର ଦକ୍ଷତା ଦର୍ଶକ ଙ୍କୁ ବେଶ ପସନ୍ଦ ଆସିଥାଏ । ତେବେ କିଛି ବ୍ୟକ୍ତିଗତ କାରଣ କୁ ନେଇ ଶ୍ରଦ୍ଧା , ଫରହାନ ଙ୍କ ସହ ବ୍ରେକଅପ କରିଛନ୍ତି । ଏବଂ ଆଜିକାଲି ଶ୍ରଦ୍ଧା ଜଣେ ବଡ଼ ହସ୍ତୀ ଙ୍କ ସହ ବିବାହ କରିବା କୁ ସ୍ୱୀକାର କରି ନେଇଛନ୍ତି । ଏହି ବ୍ୟକ୍ତି ଆଉ କେହି ନୁହନ୍ତି ଲୋକପ୍ରିୟ ଫୋଟୋ ଗ୍ରାଫର ରୋହନ ଅଟନ୍ତି । ତେବେ ଶ୍ରଦ୍ଧା ଓ ରୋହନ ଙ୍କ ମଧ୍ୟ ରେ ବଢୁଥିବା ନିକଟତା କୁ ନେଇ ଶକ୍ତି କପୁର ଙ୍କ ର କିଛି ବି ଆପତ୍ତି ନାହିଁ । ଏବଂ ଅନେକ ପାର୍ଟି ଆଦି ରେ ଉଭୟ ଙ୍କୁ ଏକାଠି ଦେଖିବାକୁ ମିଳିଛି ।