Odia News Portal

ପୋଲିସ ପୋଷାକରେ ସବୁଠାରୁ ଅଧିକ ହଟ ଲାଗନ୍ତି ଏହି ଅଭିନେତ୍ରୀ

ମୁମ୍ବାଇ() ପୋଲିସର ଖାକି ପୋଷାକରେ କେବଳ ଅଭିନେତାମାନେ ନୁହେଁ ବରଂ ଅଭିନେତ୍ରୀମାନେ ମଧ୍ୟ ବହୁତ ସୁନ୍ଦର ଏବଂ ହଟ୍ ଦେଖାଯାଆନ୍ତି। ଏମିତି ଜଣେ ଅଭିନେତ୍ରୀ ଅଛନ୍ତି ଯେକି ଗ୍ଲାମର ପୋଷାକ ପରି ଖାକି ପୋଷାକରେ ଅଧିକ ସୁନ୍ଦର ଓ ହଟ ଲାଗନ୍ତି । ତେବେ ଆସନ୍ତୁ ଜାଣିବା

ପ୍ରିୟଙ୍କା ଚୋପ୍ରା : ବଲିଉଡ ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ସବୁ ପ୍ରକାରର ଭୂମିକାରେ ଅଭିନୟ କରିଛନ୍ତି। ସେ ଦୁଇଟି ଫିଲ୍ମରେ ପୋଲିସର ଖାକି ପୋଷାକରେ ନଜର ଆସିଛନ୍ତି। ସେ ଏହି ଲୁକରେ ବହୁତ ହଟ୍ ଦେଖାଯାଉଥିଲେ।