Odia News Portal

ଏହି ପ୍ରସିଦ୍ଧ କଣ୍ଠଶିଳ୍ପୀଙ୍କ ସହ ଆଉ ଏକ ଗୀତ ରେକର୍ଡ କଲେ ରାନୁ,ଦେଖନ୍ତୁ ଭିଡିଓ

ମୁମ୍ବାଇ()  ଷ୍ଟେସନରେ ଗୀତ ଗାଉଥିବା ରାନୁ ମଣ୍ଡଳ ଆଜି ଗୋଟେ ପରେ ଗୋଟେ ସଫଳତାର ପାହାଚ ଅତିକ୍ରମ କରି ଚାଲିଛନ୍ତି। କଣ୍ଠଶିଳ୍ପୀ ହିମେଶ ରଶମିୟାଙ୍କ ସହ ରାନୁ ଗୀତ ଗାଇବା ପରେ ଏବେ ପ୍ରସିଦ୍ଧ କଣ୍ଠଶିଳ୍ପୀ ଉଦିତ୍ ନାରାୟଣ ଙ୍କ ସହ ଗୀତ ରେକର୍ଡ କରିଛନ୍ତି ରାନୁ । ଏକ ନୂଆ ଗୀତ କେହ ରହି ହେ ନଜଦିକୀୟା କୁ ନେଇ ଆସୁଛନ୍ତି ରାନୁ ମଣ୍ଡଳ।

ରାନୁ ମଣ୍ଡଳଙ୍କ ଗୀତ ଗାଉଥିବାର ଭିଡ଼ିଓକୁ ହିମେଶ ନିଜ ଅଫିସିଆଲି ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି। ଏହି ଭିଡ଼ିଓରେ ରାନୁଙ୍କ ସହ ଉଦିତ ନାରାୟଣ ଗୀତ ଗାଉଥିବାର ଦୃଶ୍ୟ ମଧ୍ୟ ରହିଛି।