Odia News Portal

BYEର ଫୁଲ୍ ଫର୍ମ ଜାଣନ୍ତୁ

ସ୍ୱାଧିକାର ନ୍ୟୁଜ()  ଦୈନିକ ଜୀବନରେ ଆମେ ଅନେକ ଶଦ୍ଧ ବ୍ୟବହାର କରୁ । ଏହି ଶଦ୍ଧର ମାନେ ତ ଆମେ ଜାଣିଥାଉ ହେଲେ ଏହାର ଫୁଲ ଫର୍ମ ଆମେ ଜାଣିନଥାଉ । ଆଜି ଆପଣଙ୍କୁ BYE ର ଫୁଲ୍ ଫର୍ମ  ଜଣାଇବାକୁ ଯାଉଛୁ ଯାହା ଆପଣଙ୍କର ଦୈନିକ ଜୀବନ ଅଥବା ଇଣ୍ଟରଭ୍ୟୁରେ ଆସିଥାଏ। ଆସନ୍ତୁ ଜାଣିବା …

BYEର ଫୁଲ୍ ଫର୍ମ ହେଲା Be With you Everytime ।