Odia News Portal

ବାଦୁଡ଼ି ସୁପରୁ ବ୍ୟାପିଲା କୋରୋନା ଭାଇରସ, ଜାଣନ୍ତୁ ପୁରା କଥା

କୋରୋନା ଭାଇରସର ଆତଙ୍କ ପୁରା ଚୀନ ଠାରୁ ଆରମ୍ଭ ଭାରତ ପର୍ଯ୍ୟନ୍ତ ବ୍ୟାପିଛି । ଏହି ଭାଇରସ ଆସିଲା କେମିତି, କେଉଁ କାରଣରୁ ସୃଷ୍ଟି ହେଲା, ତାହାର ବିଭିର୍ନ ସୂତ୍ର ଧୀରେ ଧୀରେ ଜଣା ପଡିବାରେ ଲାଗିଛି ।

କିଛି ତଥ୍ୟ ଅନୁସାରେ ଚୀନ ର ଉହ୍ୱାନ ଠାରେ ମିଳୁଥିବା ବାଦୁଡ଼ି ସୁପରୁ ଏହି ଭାଇରସ ଜନ୍ମ ନେଇଛି । ସୋସିଆଲ ମିଡ଼ିଆରେ ମଧ୍ୟ ବାଦୁଡ଼ି ମାଂସରୁ ଏହି ଭାଇରସ ଜନ୍ମ ନେଇଛି ବୋଲି ଖବର ଚାଲିଛି । ଏହି ରୋଗ ପ୍ରଥମେ ନାକ ଓ କାନ ରେ ଦେଖାଯାଏ । ବାଦୁଡ଼ି ମାଂସ ରୁ ଏହି ଭାଇରସ ବ୍ୟାପୁଛି ବୋଲି ଆନୁଷ୍ଠାନିକ ଭାବରେ କୁହା ଯାଇନାହିଁ ମାତ୍ର ସନ୍ଦେହ କରା ଯାଉଛି ।