Odia News Portal

ପାକିସ୍ତାନ କୋର୍ଟରେ କାହିଁକି ରଖାଯାଏ ‘ଗଦା’ ଜାଣିଲେ ଆଶ୍ଚର୍ଯ୍ୟ ହେବେ …

ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହେଉଛି । ଏହି ଫଟୋ ପାକିସ୍ତାନର ବୋଲି ଜଣାପଡିଛି ।

ସୂଚନାଅନୁସାରେ, ହିନ୍ଦୁ ଧର୍ମ ଭଳି ପାକିସ୍ତାନରେ ମଧ୍ୟ ଗଦାକୁ ପୂଜାକରାଯାଏ । ହେଲେ କୋର୍ଟରେ ବିଚାରପତିଙ୍କ ସାମ୍ନାରେ ପୂଜା ପାଇଁ ନୁହେଁ ଅନ୍ୟ କାରଣ ପାଇଁ ଗଦା ରଖାଯାଇଥାଏ । ଆସନ୍ତୁ ଜାଣିବା …

ପ୍ରାଚୀନ କାଳରେ ଭାରତରେ ଗଦାକୁ କେବଳ ହତିଆର ନୁହେଁ । ଗୋଟିଏ ବ୍ୟକ୍ତିର ଆଧିପତ୍ୟ ବିସ୍ତାର କରିବାର ଅଧିକାର ଏବଂ ଶାସନ କରିବାର ଶକ୍ତିର ପ୍ରତୀକ ବୋଲି କୁହାଯାଏ । ଏଥିପାଇଁ ପାକିସ୍ତାନ ସଂସଦରେ ଗଦା ଅଧିକ ଗୁରୁତ୍ୱ ଦିଆଯାଏ ।