Odia News Portal

ଜାଣନ୍ତୁ ଭାରତର କେଉଁ ବ୍ୟକ୍ତିର ଗାଡିରୁ ଚାଲାଣ କଟାଯାଇ ପାରିବ ନାହିଁ?

ଭୁବନେଶ୍ୱର() ସାଧାରଣ ଲୋକ ଠାରୁ ଆରମ୍ଭ କରି ବଡ ଲୋକ ସମସ୍ତେ ଗାଡି ଚଳାଇଥାନ୍ତି । ଟା୍ରଫିକ ନିୟମ ବଦଳିବା ପରେ ସାଧାରଣ ଲୋକ ଅଧିକାଂଶ ସମୟରେ ଚାଲାଣ କାଟୁଛନ୍ତି । ହେଲେ ଆପଣ ଜାଣିଛନ୍ତି କି ଭାରତର ଏମିତି କେଉଁ ବ୍ୟକ୍ତିର ଗାଡିର ଚାଲାଣ କଟାଯାଇପାରିବ ନାହିଁ ? ତେବେ ଆପଣଙ୍କୁ କହିରଖୁଛୁ ଯେ ଭାରତର ରାଷ୍ଟ୍ରପତି,ପ୍ରଧାନମନ୍ତ୍ରୀ ଓ ଗଭର୍ଣ୍ଣରଙ୍କ ଠାରୁ ଚାଲାଣ କଟାଯାଇ ପାରିବ ନାହିଁ ।