Odia News Portal

ଆଜିଠୁ ଖୋଲିବ ମାର୍କେଟ ବିଲ୍ଡିଂ

୩ ଦିନ ପରେ ଖୋଲିବ ଭୁବନେଶ୍ୱର ମାକେର୍ଟ ବିଲ୍ଡିଂ । ବିଏମସି ଅତିରିକ୍ତ କମିଶନରଙ୍କ ସହ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି । ଉଠା ଦୋକାନୀ ଉଚ୍ଛେଦ ନେଇ ମିଳିଲା ଲିଖିତ ପ୍ରତିଶ୍ରୁତି । ଲିଖିତ ପ୍ରତିଶ୍ରୁତି ନେଇ ଆଜି ବିଏମସି ଅଫିସ ଘେରିଥିଲା ବ୍ୟବସାୟୀ ସଂଘ ।