Odia News Portal

ଆଜି ବିଶ୍ୱ ହାତଧୁଆ ଦିବସ ; ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା

ପରିଷ୍କାର ପରିଚ୍ଛନ୍ନତା ଅତ୍ୟନ୍ତ ଜରୁରୀ। ବିଶ୍ୱ ହାତଧୁଆ ଦିବସରେ ଏହି ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭାଇରସ ନିୟନ୍ତ୍ରଣ ସହ ରୋଗ ଏଡ଼ାଇବା ପାଇଁ ସାବୁନରେ ହାତ ଧୋଇବା ଅଭ୍ୟାସକୁ ଉତ୍ସା‌ହିତ ପାଇଁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ମିଳିତ ଉଦ୍ୟମରେ ଏ ଦିଗରେ ସଫଳତା ହାସଲ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି