Odia News Portal

ଏବେବି ତାଜା ଅଛି କପିଳ ଦେବ ଙ୍କ ଏହି ରେକର୍ଡ

ଐତିହାସକ ସ୍କୋର୍ କରିଥିଲେ କପିଳ ଦେବ । ୧୯୮୩ ମସିହା ଜୁନ୍ ୧୮ ର ବିଶ୍ୱକପ୍ ଗ୍ରୁପ ମ୍ୟାଚରେ ଜିମ୍ବାୱେ ବିପକ୍ଷ ଖେଳି ୧୭୫ ସ୍କୋର କରିଥିଲେ । ତାଙ୍କର ଏହି ଇନିଂସ ବାକି ଦଳ ଉପରେ ଆତ୍ମବିଶ୍ୱାସ ସୃଷ୍ଟି କରିଥିଲା ଯେ ସେ ଯେକୌଣସି ପରିସ୍ଥିତିରେ ବିଜୟ ହାସଲ କରିପାରିବେ। ଭାରତ ୧୭ରେ ପାଞ୍ଚଟି ଉଇକେଟ ହରାଇଥିଲା, ଏହି ସମୟରେ କପିଲ ଏହି ଇନିଂସ ଖେଳିଥିଲେ।