Odia News Portal

ଧାମନଗର ଉପନିର୍ବାଚନ: କଂଗ୍ରେସ ଜାରି କଲା ତାରକା ପ୍ରଚାରକ ତାଲିକା


Homeଓଡିଶା  ଧାମନଗର ଉପନିର୍ବାଚନ: କଂଗ୍ରେସ ଜାରି କଲା ତାରକା ପ୍ରଚାରକ ତାଲିକା

ଧାମନଗର ଉପନିର୍ବାଚନ: କଂଗ୍ରେସ ଜାରି କଲା ତାରକା ପ୍ରଚାରକ ତାଲିକା

By Ona Khabara– 15/10/2022

congress district president

ଭଦ୍ରକ: କଂଗ୍ରେସ ଜାରି କଲା ତାରକା ପ୍ରଚାରକ ତାଲିକା । ଏହି ଷ୍ଟାର ତାଲିକାରୁ କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କ ନାମକୁ ବାଦ ଦିଆଯାଇଛି । ଧାମନଗର ଉପନିର୍ବାଚନ ପାଇଁ ତିନି ଦଳ ତାର ପ୍ରସ୍ତୁତି ଆରମ୍ଭ କରିଦେଇଛି। କିପରି ଏହି ଉପ ନିର୍ବାଚନକୁ ଦଳ ହାତେଇବେ ସେ ଲାଗି କସରତ ମଧ୍ୟ ଆରମ୍ଭ କରି ଦେଇଛି ।

ଏ ଚେଲା କୁମାର,ଜି ରୁଦ୍ର ରାଜୁ, ଶରତ ପଟ୍ଟନାୟକ, ନରସିଂହ ମିଶ୍ର, ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ଚିରଞ୍ଜୀବ ବିଶ୍ୱାଳ,ଭକ୍ତ ଚରଣ ଦାସ,ସପ୍ତ ଗତରି ଉଲକା, ରାମଚନ୍ଦ୍ର ଖୁଣ୍ଟିଆ, ଶୁସୀଳା ତିରିଆ, ଶରତ ରାଉତ, ସୁର ରାଉତରାୟ, ସନ୍ତୋଷ ସିଂ ସାଲୁଜା,ତାରା ପ୍ରସାଦ ବାହାନୀପତି, ସସ୍ମିତା ବେହେରା, ବିଜୟଲକ୍ଷ୍ମୀ ସାହୁ, ଜଗନ୍ନାଥ ପଟ୍ଟନାୟକ, ଅନନ୍ତ ସେଠୀ,ଗଣେଶ୍ୱର ବେହେରା,ପଞ୍ଚାନନ କାନୁନଗୋ, ରମେଶ ଜେନା,ଦାଶରଥୀ ଗମାଁଗୋ,ଅଧୀରାଜ ପାଣିଗ୍ରାହୀ, ସି ଏସ ରଞ୍ଜନ ଏକ୍କା,ବନ୍ଦିତା ପରିଡା,ସ୍ମୃତିରଞ୍ଜନ ଲେଙ୍କା, ୟାଶିର ନୱାଜ, ଆର୍ଯ କୁମାର ଜନେନ୍ଦ୍ରଙ୍କ ନାମ ଘୋଷଣା କରାଯାଇଛି ।