ମାଳଦ୍ୱୀପର ରାଜଧାନୀ ମାଲେରେ ଭୟଙ୍କର ଅଗ୍ନିକାଣ୍ଡ । ଏକ ହୋଟେଲ ଗ୍ୟାରେଜରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏଥିରେ ୧୦ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ଭିତରେ ୯ ଭାରତୀୟ ଏବଂ ଜଣେ ବାଂଲାଦେଶୀ ନାଗୀରିକ ଥିବା ଜଣାପଡିଛି । ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ୪ ଘଣ୍ଟାରୁ ଅଧିକ ସମୟ ଲାଗିଥିଲା ।
Recover your password.
A password will be e-mailed to you.