Odia News Portal

ସେପ୍ଟେମ୍ବର ମାସରେ ୧୨ଦିନ ବନ୍ଦ ରହିବ ବ୍ୟାଙ୍କ, ଜାଣନ୍ତୁ କେଉଁଦିନ ପଡୁଛି ଛୁଟି

ଭୁବନେଶ୍ୱର: ଯଦି ଆପଣଙ୍କର କୌଣସି ବ୍ୟାଙ୍କ କାମ ଅଛି ତେବେ ଶୀଘ୍ର କାମ ସାରିଦିଅନ୍ତୁ । ସେପ୍ଟେମ୍ବର ମାସରେ ୧୨ଦିନ ବନ୍ଦ ରହିବ ବ୍ୟାଙ୍କ । ଆରବିଆଇ ସରକାରୀ ଛୁଟି ମୁତାବକ୬ଦିନ ବନ୍ଦ ହେବାକୁଥିବା ବେଳେ ୪ଟି ରବିବାର ଓ ଦୁଇଟି ଶନିବାର ତଥା ଦ୍ୱିତୀୟ ଚତୁର୍ଥ ଶନିବାର ବ୍ୟାଙ୍କ ବନ୍ଦ ରହିବ । ତେବେ ଜାଣନ୍ତୁ କେତେେ ତାରିଖରେ କେଉଁ ଛୁଟି ପଡୁଛି । ତେବେ ଏହି ଛଟି ଗୁଡିକ ସବୁ ରାଜ୍ୟରେ ଲାଗୁହେବ ନାହିଁ ।
• ସେପ୍ଟେମ୍ବର ୫ – ରବିବାର
• ସେପ୍ଟେମ୍ବର ୮ – ଶ୍ରୀମନ୍ତ ସଙ୍କାର୍ଦେବ ତିଥି (ଗୌହାଟି)
• ୯ ସେପ୍ଟେମ୍ବର – ତେଜ (ହରିଟାଲିକା) – (ଗ୍ୟାଙ୍ଗଟୋକ)
• ୧୦ ସେପ୍ଟେମ୍ବର – ଗଣେଷ ପୂଜା
• ୧୧ ସେପ୍ଟେମ୍ବର – ଦ୍ୱିତୀୟ ଶନିବାର
• ୧୨ ସେପ୍ଟେମ୍ବର – ରବିବାର
• ୧୭ ସେପ୍ଟେମ୍ବର – କରିସ୍ମା ପୂଜା (ରାଞ୍ଚି)
• ସେପ୍ଟେମ୍ବର ୧୯ – ରବିବାର
• ୨୦ ସେପ୍ଟେମ୍ବର – ଇନ୍ଦ୍ରରାଜ (ଗ୍ୟାଙ୍ଗଟୋକ)
• ସେପ୍ଟେମ୍ବର ୨୧ – ଶ୍ରୀ ନାରାୟଣ ଗୁରୁ ସମାଦୀ ଦିବସ (କୋଚି ଏବଂ ଥିରୁବନନ୍ତପୁରମ୍)
• ସେପ୍ଟେମ୍ବର ୨୫ – ଚତୁର୍ଥ ଶନିବାର
• ୨୬ ସେପ୍ଟେମ୍ବର – ରବିବାର