ଘର ଭିତରୁ ୨୧ ବର୍ଷିୟା ଯୁବତୀଙ୍କ ମୃତଦେହ ଉଦ୍ଧାର । ଲକ୍ଷ୍ମୀସାଗର ଥାନା ଚିନ୍ତାମଣିଶ୍ୱର ଅଞ୍ଚଳରେ ଘର ଭିତରୁ ମିଳିଲା ମୃତଦେହ । ଲୁଗାରେ ଫାଶି ଲଗାଇ ଆତ୍ମହତ୍ୟା କରିଥିବା ସୂଚନା । ସୂଚନା ମୁତାବକ, କୌଣସି କାରଣରୁ ଘରେ ଗାଳିଦେବାରୁ ଆତ୍ମହତ୍ୟା କରିଛନ୍ତି ଯୁବତୀ ଜଣକ ।
Recover your password.
A password will be e-mailed to you.