Odia News Portal

ଶେଷ ହେଲା ବିଧାନସଭା ସଚିବଙ୍କ କାର୍ୟ୍ୟକାଳ

ବିଧାନସଭା ସଚିବ ପଦରୁ ଅବସର ନେଲେ ଅମିୟ କୁମାର ଷଡ଼ଙ୍ଗୀ । ଯୁଗ୍ମ ସଚିବ ଶିଶିରକାନ୍ତ ସ୍ୱାଇଁଙ୍କୁ କାମଚଳା ବିଧାନସଭା ସଚିବ ଭାବେ ନିଯୁକ୍ତି ଦିଆଯାଇଛି । ସେପଟେ ପୂର୍ବରୁ ଅମିୟଙ୍କ କାର୍ୟ୍ୟକାଳ ୪ଥର ବୃଦ୍ଧି କରାଯାଇଥିଲା ।