ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲାରେ ନୂଆ ଟ୍ୱିଷ୍ଟ ଆଣିଛନ୍ତି ମାନ୍ୟବର କୋର୍ଟ । ଅର୍ଚ୍ଚନାକୁ ଆଉ ୨ ଦିନ ରିମାଣ୍ଡରେ ନେବା ପାଇଁ ହୋଇଥିବା ଆବେଦନକୁ କୋର୍ଟ ଖାରଜ କରିଛନ୍ତି । ଏଡିଜେ ୩ ଇଡିର ଏହି ରିମାଣ୍ଡକୁ ଅନୁମତି ଦେଇ ନାହାନ୍ତି । ରିମାଣ୍ଡ ଆବେଦନ ଖାରଜ ହେବା ପରେ ଏବେ ଜାରପଡା ଜେଲକୁ ଯିବେ ହନିଟ୍ରାପ କୁଇନ ଅର୍ଚ୍ଚନା ନାଗ ।