Odia News Portal

କୋଭିଡ୍ ଗାଇଡଲାଇନ ଅନୁଯାୟୀ ରାଜ୍ୟରେ ଖୋଲିବ କ୍ୟାମ୍ପସ

ଭୁବନେଶ୍ୱର() କୋଭିଡ୍ ଗାଇଡଲାଇନ ଅନୁଯାୟୀ ରାଜ୍ୟରେ ଖୋଲିବ କ୍ୟାମ୍ପସ । ବିଶ୍ବବିଦ୍ୟାଳୟ କ୍ୟାମ୍ପସ ଖୋଲିବା ନେଇ ଆଜି ସୂଚନା ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ । ସେ କହିଛନ୍ତି ଯେ, ‘ରାଜ୍ୟରେ କରୋନା ମିଟର ଧିରେ ଧିରେ କମୁଛି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଗାଇଡଲାଇନ ଅନୁଯାୟୀ ପଦକ୍ଷେପ ନିଆଯି । ପିଲାମାନେ ପଢନ୍ତୁ, କ୍ୟାମ୍ପସ ଖୋଲିବାରେ ସାମାନ୍ୟ ବିଳମ୍ବ ହୋଇପାରେ । ରିସର୍ଚ୍ଚ ସ୍କଲାରଙ୍କ ପାଇଁ ଗାଇଡଲାଇନ ଅନୁସାରେ ବ୍ୟବସ୍ଥା ହେବ ।