ବାବୁସାନ ଙ୍କ ମାଆ ହେଉଛନ୍ତି ବରିଷ୍ଠ ଅଭିନେତ୍ରୀ ଅପରାଜିତା ମହାନ୍ତି । ଖାରବେଳ ଥାନାରେ ପହଁଚିଲେ ଅପରାଜିତା ମହାନ୍ତି । ସାଥିରେ ବୋହୂ ତୃପ୍ତିଙ୍କୁ ଧରି ପହଁଚିଲେ ଶାଶୁ ଅପରାଜିତା । ବାବୁସାନଙ୍କ ପତ୍ନୀ ତୃପ୍ତିଙ୍କ ଘରେ ପ୍ରଥମେ ପହଁଚିଥିଲେ ଅପରାଜିତା । ବାବୁସାନ ଙ୍କ ମାଆ ହେଉଛନ୍ତି ବରିଷ୍ଠ ଅଭିନେତ୍ରୀ ଅପରାଜିତା ମହାନ୍ତି । ଘଟଣା ସମ୍ପର୍କରେ ଆଲୋଚନା ପାଇଁ ତୃପ୍ତିଙ୍କ ଘରେ ପହଁଚଥିିଲେ ଶାଶୁ ଅ୍ପରାଜିତା । ଏବଂ ସେଠୁ ବୋହୂକୁ ଧରି ଖାରବେଳ ଥାନାରେ ପହଁଚିଲେ ଅପରାଜିତା ମହାନ୍ତି । ତୃପ୍ତି, ଅପରାଜିତାଙ୍କ ସହ ତୃପ୍ତିଙ୍କ ମାଉସୀ ମଧ୍ୟ ସାମିଲ ।
