Odia News Portal

ଏଣିକି ରଙ୍ଗରୁଟ୍‌ରେ ଗାଡି ଚଲାଇଲେ ଟାୟାର ହେବ ଲିକ୍‌

ଭୁବନେଶ୍ୱର : ସାବଧାନ ଗାଡ଼ି ଚାଳକ! ଏଣିକି ରଙ୍ଗରୁଟ୍‌ରେ ଗାଡି ଚଲାଇଲେ ଟାୟାର ଲିକ୍‌ ହେବ ! ରଙ୍ଗରୁଟ୍‌ ଡ୍ରାଇଭିଂ ରୋକିବାକୁ କମିଶନରେଟ ପୋଲିସ ଲଗାଇବାକୁ ଯାଉଛି ସ୍ପାଇକ୍‌ ବାରିଅର। କଟକ-ଭୁବନେଶ୍ୱରରେ ୨୪୨ଟି ରଙ୍ଗ୍‌ ରୁଟ୍‌ ସ୍ଥାନ ଚିହ୍ନଟ ହୋଇଛି। ଏହା ଭିତରୁ ୩୨ଟି ଅତି ସମ୍ବେଦନଶୀଳ ସ୍ଥାନ ।

ପ୍ରଥମ ପଯ୍ୟାର୍ୟରେ ରସୁଲଗଡ ସ୍ଥିତ ଏସପ୍ଲାନେଡ୍‌ ମଲ୍‌ ପାଖରେ ପରୀକ୍ଷାମୂଳକ ଭାବେ ଲାଗିବ ସ୍ପାଇକ୍‌ ବାରିଅର । ଗାଡ଼ି ଚକାରେ କମିଶନରେଟ ପୋଲିସ ଲଗାଇଥିବା ସ୍ପାଇକ୍‌ ବାରିଅରର କଣ୍ଟା ଫୁଟିବ । ଫଳରେ ଚକା ଲିକ୍‌ ହେବ