ନୟାପଲ୍ଲୀ ରେଣ୍ଟ୍ରାଲ କଲୋନୀରୁ ବ୍ରାଉନସୁଗାର ଜବତ । ୧୦୦ ଗ୍ରାମ ବ୍ରାଉନସୁଗାର ଜବତ ସହ ୪ ଜଣଙ୍କୁ ଗିରଫ କଲା ପୋଲିସ । ଗିରଫ ଙ୍କ ମଧ୍ୟରୁ ୩ ଜଣ ପୁରୀର ଏବଂ ଜଣେ କେନ୍ଦ୍ରାପଡା ଜିଲ୍ଲାର । ୪ଟି ମୋବାଇଲ ସହ କାର ମଧ୍ୟ ଜୂତ କରିଛି ନୟାପଲ୍ଲୀ ପୋଲିସ । ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୧୦ ଲକ୍ଷ ହେବ ।