Odia News Portal

୨୩ରେ ଜିଲ୍ଲା ସ୍ୱପ୍ନ ସାକାର ହେବ: ନବୀନ

ପଦ୍ମପୁର ଉପ ନିର୍ବାଚନ ପାଇଁ ପ୍ରଚାରରେ ଆସି ପ୍ରତିଶୃତି ଦେଲେ ନବୀନ । ପଦ୍ମପୁର ସଭାରେ ଜିଲ୍ଲା ପ୍ରତିଶୃତି ଦେଲେ ମୁଖ୍ୟମନ୍ତ୍ରୀ ନବୀନ । ୨୦୨୩ରେ ଜିଲ୍ଲା ସ୍ୱପ୍ନ ସାକାର ହେବ ପୋଲି ନବୀନଙ୍କ ଘୋଷଣା । ପଦ୍ମପୁରକୁ ଜିଲ୍ଲା ନେଇ ଆପଣଙ୍କ ଦାବି ଥିଲା। ୨୩ରେ ଆପଣଙ୍କ ସ୍ୱପ୍ନ ସାକାର ହେବ ।