ଯାତ୍ରୀଙ୍କୁ ନିମ୍ନ ଶ୍ରେଣୀରେ ନେଲେ ଏୟାରଲାଇନ୍ସ ଗଣିବ ତଣ୍ଡ । ଯାତ୍ରୀଙ୍କୁ ସଂପୂର୍ଣ୍ଣ ଟିକଟ ରାଶି ଫେରାଇବ ଏୟାରଲାଇନ୍ସ । ଡିଜିସିଏ ପକ୍ଷରୁ କଡାକଡି ହେଲା ନିୟମ । ଉଚ୍ଚ ଶ୍ରେଣୀରେ ଟିକଟ କରି ଯାତ୍ରୀଙ୍କୁ ସୁବିଧା ମିଳୁନଥିବାରୁ ଏହି ନିଷ୍ପତ୍ତିଟି ନିଆଯାଇଥିବାର ସୂଚନା । ଚେକ୍ଇନ୍ ବେଳେ ଯାତ୍ରୀମାନେ ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ।