Odia News Portal

ଧାମନଗର ଫଳାଫଳ: ୭ମ ରାଉଣ୍ଡରେ ବି ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ଆଗୁଆ

ଆଗେଇ ଚାଲିଛନ୍ତି ସୂର୍ଯ୍ୟବଂଶୀ ସୂରଜ । ଚାଲିଛି ଭାଗ୍ୟ ପରୀକ୍ଷା । ଧାମନଗର ଉପନିର୍ବାଚନରେ କିଏ କରିବେ ବାଜିମାତ୍‌ । ପ୍ରଥମ ରାଉଣ୍ଡରୁ ହିଁ ଲିଡ୍‌ କରୁଛନ୍ତି ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ । ୭ମ ରାଉଣ୍ଡ ଗଣତି ଶେଷ ସୁଦ୍ଧା ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ୫୨୦୦ ଭୋଟରେ ଆଗୁଆ ଅଛନ୍ତି । ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜଙ୍କୁ ମୋଟ ୩୧,୧୦୮ଭୋଟ ମିଳିଥିବା ବେଳେ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସ ପାଇଛନ୍ତି ୨୫,୯୦୮। ସେହିଭଳି କଂଗ୍ରେସ ପ୍ରାର୍ଥୀ ବାବା ହରେକୃଷ୍ଣ ୧୦୦୭ ଏବଂ ସ୍ବାଧୀନ ପ୍ରାର୍ଥୀ ରାଜୁ ଦାସ ୪୯୭୩ ଭୋଟ ପାଇଛନ୍ତି ।

ଷଷ୍ଠ ରାଉଣ୍ଡ

  • ବିଜେପି- ୨୭,୧୬୦
  • ବିଜେଡି- ୨୨,୭୬୮
  • କଂଗ୍ରେସ- ୭୧୯
  • ସ୍ବାଧୀନ ପ୍ରାର୍ଥୀ-୪୮୫୮

ଷଷ୍ଠ ରାଉଣ୍ଡରେ ବିଜେପିର ସୂର୍ଯ୍ୟବଂଶୀ ସୂରଜ ୪୩୯୨ ଭୋଟରେ ଆଗୁଆ ଥିଲେ

ପଞ୍ଚମ ରାଉଣ୍ଡ

  • ବିଜେପି- ୨୨,୪୯୫
  • ବିଜେଡି- ୧୮,୯୨୩
  • କଂଗ୍ରେସ- ୫୫୭
  • ସ୍ବାଧୀନ ପ୍ରାର୍ଥୀ-୩୩୮୯

ପଞ୍ଚମ ରାଉଣ୍ଡରେ ବିଜେପିର ସୂର୍ଯ୍ୟବଂଶୀ ସୂରଜ ୩୫୭୨ ଭୋଟରେ ଆଗୁଆ ଥିଲେ

ଚତୁର୍ଥ ରାଉଣ୍ଡ

  • ବିଜେପି- ୧୮୧୮୧
  • ବିଜେଡି- ୧୪୯୨୦
  • କଂଗ୍ରେସ- ୫୫୭
  • ସ୍ବାଧୀନ ପ୍ରାର୍ଥୀ-୨୩୬୨

ଚତୁର୍ଥ ରାଉଣ୍ଡରେ ବିଜେପି ୩୨୬୧ ଭୋଟରେ ଆଗୁଆ ଥିଲା

ତୃତୀୟ ରାଉଣ୍ଡ

  • ବିଜେପି- ୧୨୮୯୨
  • ବିଜେଡି- ୧୦୮୫୯
  • କଂଗ୍ରେସ- ୪୨୭
  • ସ୍ବାଧୀନ ପ୍ରାର୍ଥୀ-୧୦୯୪

ତୃତୀୟ ରାଉଣ୍ଡରେ ବିଜେପି ୨୦୩୩ ଖଣ୍ଡର ଭୋଟରେ ଆଗୁଆ ଥିଲା