Odia News Portal

ଗଦାଧର ଗିରିଙ୍କ ୩୫ ତମ ଶ୍ରାଦ୍ଧ ବାର୍ଷିକ ଉତ୍ସବ ଅନୁଷ୍ଠିତ

ବାଲିଆପାଳ କ୍ଷେପଣାସ୍ତ୍ର ଘାଟି ଆନ୍ଦୋଳନର ମୁଖ୍ୟ ପୁରୁଧା ସ୍ଵର୍ଗତ ଗଦାଧର ଗିରିଙ୍କ ୩୫ ତମ ଶ୍ରାଦ୍ଧ ବାର୍ଷିକ । ବୁଧବାର ବାଲିଆପାଳ ବ୍ଲକ ଅନ୍ତର୍ଗତ କାଳିପଦା ବଜାର କମିଟି ଆନୁକୂଲ୍ୟରେ ଅନୁଷ୍ଠିତ ହେଇଛି । ସ୍ଵର୍ଗତ ଗିରିଙ୍କ ମାଲ୍ୟାର୍ପଣ କରିଥିଲେ କାଳିପଦା ବଜାର କମିଟି ର ସଭାପତି ନିତ୍ୟାନନ୍ଦ ଦାସ । ଓ ସେଠାରେ ବରିଷ୍ଟ ନେତା ବଳରାମ ସାହୁ,ତଥା ବାଲିଆପାଳ ର ବରିଷ୍ଟ ସାମ୍ବାଦିକ ରାଧାକୃଷ୍ଣ ସାହୁ, ଅଜୟ କୁମାର ସାହୁ, ବିକର୍ତନ ଜେନା, ଅମ୍ୟ କୁମାର ପାତ୍ର, ହରେକୃଷ୍ଣ ମାହାନ୍ତି , ଅମୁଲ୍ୟ ଦାସ, ସୁଦିର୍ କୁମାର ବିଶ୍ବାଳ ଓ ସ୍ଥାନୀୟ ଲୋକ ମାନେ ଉପସ୍ଥିତ ଥିଲେ ।