Odia News Portal

ଗୁଗଲ ଉପରେ ଲାଗିଲା ଜରିମାନା

ସିସିଆଇ (ଭାରତୀୟ ପ୍ରତିଯୋଗିତା ଆୟୋଗ) ଭାରତରେ ଆଣ୍ଡ୍ରୋଏଡ୍ ଇକୋସିଷ୍ଟମରେ ଏହାର ପ୍ରାଧାନ୍ୟ ସ୍ଥିତିର ଅପବ୍ୟବହାର କରିଥିବାରୁ ଗୁଗୁଲ୍ ଉପରେ 1337 କୋଟି ଟଙ୍କା ଜରିମାନା ଲାଗୁ କରିଛନ୍ତି। ଏଥିନେଇ ସଂସ୍ଥା ଏପରି ନିଷ୍ପତ୍ତି ନେଇଥିବା କୁହାଯାଉଛି ।ଅନ୍ୟ ଆପ୍ଲିକେଶନ ପରିଚାଳନା ପାଇଁ ଲାଇସେନ୍ସ ମଧ୍ୟ ଦେଇଥାଏ। ଓଇଏମ ଏହି ଅପରେଟିଂ ସିଷ୍ଟମ ଓ ଗୁଗଲ ଆପକୁ ଓ ଗୁଗଲ ଆପ୍‌କୁ ସେମାନଙ୍କ ମୋବାଇଲ ବ୍ୟବହାର କରିଥାନ୍ତି । ଏହି ଅନୁସାରେ ସେମାନେ ନିଜ ଅଧିକାର ଓ ନିୟନ୍ତ୍ରଣ ପାଇଁ ମୋବାଇଲ ଆପ୍ଲିକେଶନ ଡିଷ୍ଟ୍ରିବ୍ୟୁସନ ଏଗ୍ରିମେଣ୍ଟ ବା ଏମଏଡିଏ ଭଳି ଅନେକ ପ୍ରକାର ଚୁକ୍ତି କରିଥାନ୍ତି । କିନ୍ତୁ ଏହାକୁ ଗୁଗଲ ଉଲଙ୍ଘନ କରି ନିଜର ନୀତି ଆପଣାଇଥିବା କୁହାଯାଉଛି । ଏଥିପାଇଁ ଏଭଳି ନିଷ୍ପତ୍ତି ନେଇଥି ସିସିଆଇ ।