Odia News Portal

ଝିଅକୁ ଚିଠି ଲେଖିଥିଲେ ଗୋବିନ୍ଦ

ଗୋବିନ୍ଦ ସାହୁ ମୃତ୍ୟୁରେ ମିଳିଥିବା ଏନ୍‌ଭଲପ୍ ଲେଖା ଝିଅ ଉଦ୍ଦେଶ୍ୟରେ ଥିବା ସୂଚନା । ଗୋବିନ୍ଦଙ୍କ ଜ୍ୟାକେଟରେ ଭିତର ପଟୁ ମିଳିଥିଲା ମାଟିଆ ରଙ୍ଗର ଏନ୍‌ଭଲପ୍ । ଏନ୍‌ଭଲପ୍ ଭିତରେ ୨ଟି ପୃଷ୍ଠା ସମ୍ବଳିତ ଚିଠି ଥିବା କୁହାଯାଇଥିଲା । ଏନ୍‌ଭଲପ୍ ଉପରେ ଲିପିକା ସାହୁ ମାର୍ଫତ ସୁଷମା ସାହୁ(ପତ୍ନୀ)ଙ୍କ ନାମ ଲେଖାଯାଇଥିବା ସୂଚନା । ମର୍ତ୍ତମାନ ସୁଦ୍ଧା ମଧ୍ୟ ଗୋବିନ୍ଦଙ୍କ ବଡ ଝିଅ ଲିପିକାକୁ ଏହି ଚିଠି ମିଳିନାହିଁ । କଣ୍ଟାବାଞ୍ଜି ପୋଲିସ ଜବତ ପରେ ସିଲ୍ କରି କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରିଛି ।