Odia News Portal

ହେତୁବାଦୀ ଆକ୍ରମଣ : ୮ ଗିରଫ

ଲୋହିଆ ଏକାଡେମୀରେ ପଶି ଆକ୍ରମଣ ଘଟଣାରେ ୮ ଗିରଫ । ଅଟକ ୮ ଜଣଙ୍କୁ ଗିରଫ କଲା ଖାରବେଳ ନଗର ଥାନା ପୋଲିସ । ବଳ ପୂର୍ବକ ପଶିବା , ଆକ୍ରମଣ କରିବା ଅଭିଯୋଗରେ ଗିରଫ । ଗ୍ରହଣରେ ଭକ୍ଷଣକୁ ବିରୋଧ କରି ହେତୁବାଦୀଙ୍କୁ ଆକ୍ରମଣ ହୋଇଥିଲା ।