ରାଜଧାନୀରେ ପହଞ୍ଚିଛନ୍ତି ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ଓଡିଶା ବିଜେପି ତରଫରୁ ନଡ୍ଡାଙ୍କୁ ଭବ୍ୟ ସ୍ୱାଗତ ଜଣାଯାଇଛି । ବିଶେଷ ସ୍ୱାଗତ ସହ ଜେପି ନଡ୍ଡାଙ୍କୁ ପାଛୋଟି ଆଣିଛି ରାଜ୍ୟ ବିଜେପି ।
Recover your password.
A password will be e-mailed to you.