Odia News Portal

ଟଳିଲା ଆଉଜଣେ ମାଓବାଦୀ

ଛତିଶଗଡର ମୁଲେର ଜଙ୍ଗଲରେ ସୁରକ୍ଷା କର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟରେ ଜଣେ ମାଓବାଦୀର ମୃତ୍ୟୁ ଘଟିଛି । ତା ଠାରୁ ବନ୍ଧୁକ, ଗୁଳିଗୋଳା ଓ ଅନ୍ୟାନ୍ୟ ବିସ୍ଫୋରକ ଜବତ କରାଯାଇଛି । ଏବେବି ସେଠାରେ ପୋଲିସ ସର୍ଚ ଅପରେସନ ଚାଲୁ ରଖିଛି । ଏବଂ ଅନ୍ୟ ମାଓବାଦୀ ମାନେ ନିକଟସ୍ଥ ଜଙ୍ଗଲରେ ଲୁଚିରହିଥିବା ଅନୁମାନ କରାଯାଉଛି ।