କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ମାଆ ପାଓଲା ମାଇନୋଙ୍କ ପରଲୋକ ଘଟିଛି। ୨୭ ତାରିଖରେ ଇଟାଲୀ ସ୍ଥିତ ଘରେ ତାଙ୍କର ବିୟୋଗ ଘଟିଛି। ଏଥିସହ ଗତକାଲି ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଏନେଇ ଟ୍ବିଟ୍ କରି ସୂଚନା ଦେଇଛନ୍ତି କଂଗ୍ରେସର ସାଧାରଣ ସମ୍ପାଦକ ଜୟରାମ ରମେଶ।
Recover your password.
A password will be e-mailed to you.