Odia News Portal

ମାଇଁ ଟାଟା ପାୱାର ଆପର ଉନ୍ମୋଚନ

ଏଣିକି ଘରେ ରହି ଆଙ୍ଗୁଠି ଟିପରେ ଆପଣ ପାଇ ପାରିବେ ସେବା ଓ ସୂଚନା ।ମହାମାରୀ ସମୟରେ ସାମାଜିକ ଦୂରତ୍ୱ କାରଣ ପ୍ରତି ଯୋଗଦାନ ଦେଇ ପାରବେ । ଓଡିଶା ନାଗରିକ ମାନଙ୍କୁ ଏକ ଉକ୍ତର୍ଷ୍ଟ ଗ୍ରହାକ ସେବା ଅନୁଭୂତି ପ୍ରଦାନ କରିବା ପାଇଁ ମାଇଁ ଟାଟା ପାୱାର ମୋବାଇଲ ଆପକୁ ଉନ୍ମୋଚନ କରାଯାଇଛି । ଯାହା ରାଜ୍ୟରେ ଡିଜିଟାଲ ସଶକ୍ତିକରଣ ଡିଜିଟାଲ ରୂପାନ୍ତରଣ ମାନଦଣ୍ଡ ଧାର୍ଯ୍ୟ କରିବ ।
ନୂଆ ଭାବେ ଉନ୍ମୋଚନ ହୋଇଥିବା ଏହି ଆପରେ ଗ୍ରାହାକ ମାନେ ବିଭିନ୍ନ ପ୍ରକାର ସେବା ଯେମିତିକି ରିଅଲ ଟାଇମ ବିଲ୍ ସୂଚନା ଏବଂ ତତ୍କାଳୀନ ଡିଜିଟାଲ ପେମେଣ୍ଟ ବିକଳ୍ପ ସୁବିଧା ପାଇ ପାରିବେ ।ଏହି ଆପକୁ ଡାନଲୋଡ କରି ଗ୍ରାହାକ ମାନେ ଡିଜିଟାଲ ପେମେଣ୍ଟ ମାଧ୍ୟମରେ ଠିକ୍ ସମୟରେ ବିଲ ପେମେଣ୍ଟ କଲେ ୪ ପ୍ରତିଶତ ରିହାତି ପାଇବା ସଯୋଗକୁ କେବେ ହାତଛଡା କରିବେ ନାହିଁ ।
ମାଇଁ ଟାଟା ପାୱାର ଆପରେ କଣ ସୁବିଧା ପାଇପାରିବେ
ସଦ୍ୟତମ ବିଲ ଦେଖିବା ଓ ଡାଉନଲୋଡ କରିବା
ମିଟର ରିଡଙ୍ଗର ବିଲ୍ ବାହାର କରିପାରିବେ ।
ବିନା ପଂଜିକରଣରେ ନଆ ସଂଯୋଗ ପାଇଁ ଆବେଦନ କରିପାରିବେ ।
ଅଭିଯୋଗ ଦାଖଲ କରିପାରିବେ
ପୂର୍ବ ବିଲ୍ ପେମେଣ୍ଟ ଲିଷ୍ଟ ଦେଖପାରିବେ