Odia News Portal

ନାଗାବଳୀ ନଦୀ ଝୁଲା ପୋଲ ନିକଟରେ ଗାଧୋଇବା ସମୟରେ ୫ବର୍ଷର ଶିଶୁ ନିଖୋଜ

ରାୟଗଡ଼ା ସହର ଉପକଣ୍ଠ ନାଗାବଳୀ ନଦୀ ଝୁଲା ପୋଲ ନିକଟରେ ଅଘଟଣ। ପଡ଼େଶୀ ଆନ୍ଧ୍ରପ୍ରଦେଶର ଏଲୁରୁ ଅଞ୍ଚଳରୁ ଆସିଥିବା କିଛି ପର୍ଯ୍ୟଟକ ନାଗାବଳୀ ନଦୀରେ ଗାଧୋଇବାକୁ ଯାଇଥିଲେ। ଏହି ସମୟରେ ଜଳସ୍ରୋତରେ ୪ଜଣ ଭାସି ଯାଇଥିଲେ। ସେମାନଙ୍କ ମଧ୍ୟରୁ ୩ଜଣଙ୍କୁ ଅଗ୍ନିଶମ ବାହିନୀ ଉଦ୍ଧାର କରିଛି।