Odia News Portal

ନଖରେ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ

ନଖରେ କାଳିଆର ନନ୍ଦିଘୋଷ ରଥ । ନେଲ ପେଣ୍ଟମାଧ୍ୟମରେ ଜଗନ୍ନାଥଙ୍କୁ ସ୍ମରଣ କଲେ ଚିତ୍ରକାର ପ୍ରିୟଙ୍କା ସାହାଣୀ ।