ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ.ଆଇ ଏନ ଏସ .ଚିଲିକା ବେଶରେ ଥିବା କେନ୍ଦ୍ରୀୟ ବିଦ୍ୟାଳୟ ସମୂହରେ ଆଜି ଏନ.ସି.ସି.ଦିବସ ଥିବା ବେଳେ କେନ୍ଦ୍ରୀୟ ବିଦ୍ୟାଳୟ ରେ.1.ଓଡିଶା ନାଭାଲ ୟୁନିଟ ଛାତ୍ରଙ୍କ ତରଫରୁ ନାଭାଲ ବେଶ ଭିତରେ ସଡ଼କ ସୁରକ୍ଷା ଜୀବନ ରକ୍ଷା ପାଇଁ ଏବଂ ଏନ.ସି.ସି ତରଫରୁ ସଚେତନ କରାଯାଇଥିଲା l ଛାତ୍ରମାନେ କେନ୍ଦ୍ରୀୟ ବିଦ୍ୟାଳୟ ଠାରୁ ନାଭାଲ ଟ୍ରେନିଙ୍ଗ ସେଣ୍ଟର ପର୍ଯନ୍ତ ଏକ ପଦଯାତ୍ରା ରେ ଯାଇ ସଡ଼କ ସୁରକ୍ଷା ବିଷୟ ରେ ସଚେତନ କରାଇଥିଲେ. ଏହି କାର୍ଯ୍ୟକ୍ରମ ଟି ଉକ୍ତ ଚିଲିକା ସି.ଟି.ଓ.ଚିନ୍ମୟ ପ୍ରସାଦ ନାୟକ, କମାଣ୍ଡର ଆଶୁତୋଷ ଡାକୁଆ, ଏବଂ କିଛି ଛାତ୍ର କ୍ୟାଡେଟ.ସେକ ସରତାଜ.
ଯୁବେର ଏହମଦ, କୀରତ କୁ ପାଢ଼ୀ, ପ୍ରିୟାଂଶୁ କୁମାର ସିଙ୍ଗ, ତାପସ କୁମାର ବେହେରା, ଆୟୁଷ୍ମାନ ମହାପାତ୍ର, ଆଶିଷ ନାୟକ, ଅନିଶ ଖାନ, ପରମେଶ୍ୱର ଦଳାଇ.ସୋମ୍ୟ ରଞ୍ଜନ ପ୍ରଧାନ,ଅନ୍ୱେଷ କୁ ବେହେରା, ଅଂଶୁମାନ ମହାନ୍ତି ଓ ଅନ୍ୟାନ ସିନିଅର ଛାତ୍ର ଙ୍କ ଦ୍ଵାରା ଏହା ସଫଳ ହୋଇଥିଲା