Odia News Portal

ସେପ୍ଟେମ୍ବର ୧୨ରେ NEET (UG) ପରୀକ୍ଷା

ଭୁବନେଶ୍ୱର: ସେପ୍ଟେମ୍ବର ୧୨ରେ NEET (UG) ପରୀକ୍ଷା । କରୋନା କଟକଣା ମଧ୍ୟରେ ପରୀକ୍ଷା ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି । ସାରା ଦେଶରେ କରୋନା କଟକଣାକୁ ମାନି ପରୀକ୍ଷା ପରିଚାଳନା ହେବ । ଆସନ୍ତାକାଲି ୫ଟାରୁ ଅନଲାଇନରେ ହେବ ଆବେଦନ । NTA ୱେବସାଇଟ ଜରିଆରେ ଆବେଦନ କରିପାରିବେ ପରୀକ୍ଷାର୍ଥୀ ।