ନୂପୁରୁ ଶର୍ମାଙ୍କର ମନ୍ତବ୍ୟକୁ ସମର୍ଥନ କରିବାରୁ ଦୁର୍ବୃତ୍ତ ମାନେ ଜଣେ ଦର୍ଜି ର ମୁଣ୍ଡକାଟ କରିଛନ୍ତି ।
ଏହି ଘଟଣା ଘଟିଛି ରାଜସ୍ଥାନର ଉଦୟପୁରରେ । । ଆଜି ଦିନ ଦ୍ୱିପ୍ରହରରେ ଦୁଇ ଜଣ ଦୁର୍ବୃତ୍ତ ରାଜସ୍ଥାନର ଉଦୟପୁରରେ ଥବା ଏକ ଟେଲର ଦୋକାନରେ ପଶି ଜଣେ ଦର୍ଜି ର ମୁଣ୍ଡ କାଟ କରି ଦୁୁଇ ଗଡ କରି ହତ୍ୟା କରିଛନ୍ତି । କେବଳ ସେତିକ ନୁହେଁ ଏହି ଦୁର୍ବୃତ୍ତ ମାନେ ଯେଉଁ ଚାପଡରେ ଦର୍ଜି କୁ ହତ୍ୟା କରିଛନ୍ତି ସେହି ଚାପଡ ଦେଖାଇ ପ୍ରଧାନ ମନ୍ତ୍ରୀ ମୋଦୀଙ୍କୁ ହତ୍ୟା ଧମକ ଦେଇଛନ୍ତି । ଏହି ଘଟଣା ସମଗ୍ର ରାଜସ୍ଥାନରେ ଆତଙ୍କ ସୃଷ୍ଠି କରିଛି । ପୋଲସ ଘଟଣାର ତଦନ୍ତ କରୁଛି । ଏହି ଦୁର୍ବୃତ୍ତ ସଂଖ୍ୟାଲଘୁ ସମ୍ପ୍ରାଦାୟର ବୋଲି ଜଣାପଡିଛି ।
