Odia News Portal

IOCL ଟାଉନସିପ୍‌ ନିକଟରେ ଫାଟିଲା ତେଲ ପାଇପ୍‌

ପାରାଦୀପରେ ଫାଟିଲା ତେଲ ପାଇପ୍‌ । IOCL ଟାଉନସିପ୍‌ ନିକଟରେ ଫାଟିଲା ତେଲ ପାଇପ୍‌ । ହଳଦିଆ-ପାରାଦୀପ ଅଶୋଧିତ ତୈଳ ପାଇପଲାଇନ ଫାଟିଛି । ଫଳରେ ମାଟିରେ ମିଶିଲା ହଜାର ହଜାର ଲିଟର ଅଶୋଧିତ ତୈଳ । ଘଟଣାସ୍ଥଳରେ IOCLର ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚିଛନ୍ତି । ତେଲ୍‌ ବନ୍ଦ କରିବାକୁ ଅଗ୍ନିଶମ ବିଭାଗର ଉଦ୍ୟମ ଜାରି ରହିଛି ।