Odia News Portal

ଓମିକ୍ରନ ଦୈନିକ ସଂକ୍ରମଣ ୧୦ ଲକ୍ଷରୁ ଅଧିକ ହେବ

ଓମିକ୍ରନ୍ ଯୋଗୁ ଦେଶରେ କୋଭିଡ୍ର ତୃତୀୟ ଲହର ଆସିଯାଇଛି । ଏହା ଜାନୁୟାରୀ ଶେଷ ସୁଦ୍ଧା ଶୀର୍ଷ ଛୁଇଁବ ଏବଂ ଦୈନିକ ସଂକ୍ରମଣ ୧୦ ଲକ୍ଷରେ ପହଞ୍ଚିବ ବୋଲି ଏକ ନୂଆ ମଡେଲ୍ ପୂର୍ବାନୁମାନ କରିଛି। ବେଙ୍ଗାଲୁରୁର ଇଣ୍ଡିଆନ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ (ଆଇଆଇଏସ୍ସି) ଏବଂ ଇଣ୍ଡିଆନ ଷ୍ଟାଟିଷ୍ଟିକାଲ ଇନ୍ଷ୍ଟିଚ୍ୟୁଟ୍ (ଆଇଏସ୍ଆଇ) ପକ୍ଷରୁ ଏହି ନୂଆ ମଡେଲ ଅଧ୍ୟୟନ କରାଯାଇଛି।