Odia News Portal

ରାଜ୍ୟରେ କୋଟିଏ ଛୁଇଁଲା ଡବଲ ଡୋଜ୍ ଟିକାକରଣ

ଭୁବନେଶ୍ୱର: କରୋନା ସ୍ଥିତି ଏବେ ରାଜ୍ୟରେ ଭଲ ରହିଥିବା ବେଳେ ଟିକାକରଣ ଜାରି ରହିଛି । ଏହାରି ମଧ୍ୟରେ ରାଜ୍ୟରେ ୧ କୋଟି ଲୋକ ଟିକାର ଦୁଇଟି ଯାକ ଡୋଜ୍ ନେଇ ସାରିଥିବା ଜଣାପଡ଼ିଛି । ଆଜି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।